ହକି ବିଶ୍ବକପ୍ ମେଗା ଉଦଘାଟନୀ ଉତ୍ସବ ପାଇଁ ସଜେଇ ହେଉଛି ବାରବାଟୀ
କଟକ: ଜାନୁଆରୀ ୧୧ରେ ଅନୁଷ୍ଠିତ ହେବ କଟକ-ବାରବାଟୀରେ ବିଶ୍ବକପ ହକିର ମେଗା ଉଦଘାଟନୀ ଉତ୍ସବ । ଏଥିଲାଗି ବାରବାଟୀ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ । ଅନୁଷ୍ଠିତ ସମୀକ୍ଷା ବୈଠକରେ କ୍ରୀଡା ସଚିବ ଭିନିଲ୍ କ୍ରିଷ୍ଣା, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ଦେବୀ ରଂଜନ ତ୍ରିପାଠୀ, ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କଟକ ଡିସିପି, ସିଏମସି କମିସନରଙ୍କ ସମେତ […]