ଓଡିଶା

ହମତା ପାସ ଶିଖରରେ ୧୪ ହଜାର ଫୁଟ ଉଚ୍ଚରେ ଚଢ଼ି ତ୍ରିରଙ୍ଗା ଉଡ଼ାଇ ରାଜ୍ୟ ତଥା ଜିଲ୍ଲା ଗୌରବ ଆଣିଲେ ସଚିନ ବେହେରା

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗାଁର ସଚିନ ବେହେରା ହିମାଚଳ ପ୍ରଦେଶର ହମତା ପାସ ଶିଖରରେ ୧୪ ହଜାର ଫୁଟ ଉଚ୍ଚରେ ଚଢ଼ି  ତ୍ରିରଙ୍ଗା ଉଡ଼ାଇ ରାଜ୍ୟ ତଥା ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । ତାଙ୍କର ଏହି କୃତିତ୍ୱ ପାଇଁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଓଡ଼ିଶା ସରକାର ରାଜେନ୍ଦ୍ର ଢୋଲକିଆ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମନ୍ତ୍ରୀ ନିଜ ବାସଭବନରେ ସଚିନଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସାର୍ଟିଫିକେଟ […]