ଓଡିଶା କଳା ସଂସ୍କୃତି

କାର୍ତ୍ତିକ ପୂର୍ଣ୍ଣିମା ମହତ୍ବ କ’ଣ ? କାହିଁକି ପାଳନ କରାଯାଏ ଏହି ପରମ୍ପରା ?

ଓଡ଼ିଆ ଧର୍ମ ଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ ଗୁରୁତ୍ବ ବହନ କରେ । ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା l କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ l କାର୍ତ୍ତିକ ମାସ ସାରା ଦେବା ଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ l ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି । ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ […]