ଦେଶ ବିଦେଶ

ହରିୟାଣାର ହିସାର ଆସନରୁ ଜିତିଲେ ଦେଶର ଧନୀ ମହିଳା ତଥା ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ…

ହରିୟାଣାର ହିସାର ଆସନରୁ ଜିତିଲେ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ । ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା । ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ୧୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମ ନିୱାସ ରାରାଙ୍କୁ ସେ ପରାସ୍ତ କରିଛନ୍ତି । ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା । ସେ ଦେଶର ଧନୀ ମହିଳା ଭାବରେ ଜଣାଶୁଣା […]