ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ…
ବ୍ୟୁରୋ ରିପୋର୍ଟ, (ଏଫ୍ ଟୁ ଏସ୍) : ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲାଯାଉଥିବା ବେଳେ ସେଠାରେ ଜଣେ ବ୍ଲଗର ଡ୍ରୋନ ଉଡାଇଛନ୍ତି । ଡ୍ରୋନ ଉଡାଇବା ସହ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏପରିକି ଡ୍ୟାମର ସବୁ ପଟୁ ଭିଜୁଆଲ ନିଆଯାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛତିଶଗଡ଼ରେ […]