ଓଡିଶା କଳା ସଂସ୍କୃତି

କୁମାର ପୂର୍ଣ୍ଣିମା । ଆଜି ପୂର୍ଣ୍ଣିମାର ଚନ୍ଦ୍ର କିରଣକୁ ଅମ୍ରିତ୍ ବର୍ଖା (ଅମୃତ ବର୍ଷା) କୁହାଯାଏ ।

କୁମାର ପୂର୍ଣ୍ଣିମାର ଆଜି ଦିନଟି କୁମାରୀ ମାନଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ । ଏହି ଦିନ କୁମାରୀ ମାନେ ନିଜର ମନଲାଖି ସ୍ୱାମୀ ପ୍ରାପ୍ତି ପାଇଁ ଚନ୍ଦ୍ରଙ୍କୁ ପ୍ରାର୍ଥନା କରିଥାନ୍ତି । ଏହାସହ କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସହ ପୂଜା କରାଯାଇଥାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । କିନ୍ତୁ କେତେକ […]

ଓଡିଶା କଳା ସଂସ୍କୃତି ଟ୍ରେଣ୍ଟିଂ

ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ

ଶରତ କାଳୀନ ଦୁର୍ଗାପୂଜା ଅବସରରେ ଆଜିଠାରୁ ଆରମ୍ଭ ହେଲା ନବରାତ୍ରୀ ବ୍ରତ । ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ ।ଶରତକାଳୀନ ଦେବୀପୂଜାରେ ବିଶେଷକରି ଏହି ନବରାତ୍ର ବ୍ରତ ବିଧିପୂର୍ବକ କରିବା ଉଚିତ। ସେହିପରି ବସନ୍ତକାଳୀନ ଦେବୀପୂଜା ରେ ଏହି ବ୍ରତକୁ ପ୍ରେମପୂର୍ବକ ପାଳନ କରିବା ଉଚିତ୍,ଏହି ଶରତ ଓ ବସନ୍ତ ନାମକ ଦୁଇଋତୁ ସକଳ ଜୀବଜଗତ ପାଇଁ ଯମଦଂଷ୍ଟ୍ରା ବୋଲି କୁହାଯାଇଛି, (ଯମଦଂଷ୍ଟ୍ରା:= ଋତୁସନ୍ଧି କାଳ, ଯେଉଁ ସମୟରେ ମନୁଷ୍ଯର ବେଶୀ ରୋଗ […]