ଓଡିଶା

ଓଡିଶାରେ ଖାଲି ଶଙ୍ଖ କ୍ରେଜ୍ ! ହିନ୍ଦୋଳ ଏନ୍ଏସିର ଉପାଧ୍ୟକ୍ଷ ପଦ ବି ହାତେଇଲା ବିଜେଡି

ହିନ୍ଦୋଳ : ହିନ୍ଦୋଳ ଏନ୍ଏସିର ଉପାଧ୍ୟକ୍ଷ ପଦ ବି ହାତେଇଲା ବିଜେଡି । ଏନ୍ଏସିର ନୂତନ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପ୍ରତିମା ରାଉତ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳି ଅନୁସାରେ ହିନ୍ଦୋଳରେ ଏନ୍ଏସି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ସଂଖ୍ୟା ଗରିଷ୍ଠତା ଥିବା ଶାସକ ବିଜେଡି ଦଳର ୧୦ ନମ୍ବର ୱାର୍ଡ କାଉନସିଲର ପ୍ରତିମା ରାଉତ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିରୋଧୀ […]