ଓଡିଶା

ଥଇଥାନ ନକରି ତରବରିଆ ନିଷ୍ପତି ନେଇ ଗରିବ ଲୋକଙ୍କୁ ବେସାହାରା କଲା ପ୍ରଶାସନ…

ଏବେ ପ୍ରଶ୍ନ ଜବରଦଖଲ ଜମି ଉପରେ ଆବାସ ଯୋଜନା କାର୍ଯ୍ୟାଦେଶ ଅନୁମତି ଦେଇଥିଲା କିଏ ?ଢେଙ୍କାନାଳ, ୨୮/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି ଦେଇ ସଂପୂର୍ଣ୍ଣ ପରିବାରଟିକୁ ବେସାହାରା କରିଦେଛନ୍ତି । ସୂଚନା ମୁତାବକ ଗ୍ରାମର […]

ଓଡିଶା

ବିଜେଡିର କାଉନସିଲର । ତେଣୁ ସମସ୍ତେ ଡରିବା ଆବଶ୍ୟକ !  

ହିନ୍ଦୋଳ : ହିନ୍ଦୋଳର ୧୫ ନମ୍ବର ୱାର୍ଡ କାଉନସିଲରଙ୍କ କଡା ଧମକ । ଫୋନରେ ଫୋନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛନ୍ତି କାଉନସିଲର ମ୍ୟାଡମ୍ । “ମୁଁ ବି ଚାଲାକ । କିଏ ଖବର ପ୍ରସାରଣ କରିଛି ତା ନାମ କୁହ । ମୋ ଘର କାମ ହେବ, ସେଥିପାଇଁ ମୁଁ ଘରେ ଇଟା ତିଆରି କରୁଛି । ଏଥିରେ କାହାର କ’ଣ ଯାଉଛି । ମୁଁ ରାଜନୀତିରେ ଅଛି । ବେଶି ହେଲେ କଥା ଖରାପ […]

ଓଡିଶା

ପ୍ରଥମେ ଲାଞ୍ଚ ନେଇଥିଲେ, ଏବେ ଚାକିରି ବଞ୍ଚାଇବାକୁ ଅନୁରୋଧ କଲେ !

ହିନ୍ଦୋଳ: ବାଣ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇ ଅନୁମତି ପତ୍ର ପ୍ରଦାନ କରିଥିଲେ ହିନ୍ଦୋଳ ଅଗ୍ନିଶମ ଅଧିକାରୀ ସଦାଶିବ ସେଠି । ଘଟଣାକୁ ନେଇ ଖବର ପ୍ରସାରଣ ମଧ୍ୟ ହେଲା । ପୋଲିସ ବାବୁ ଲାଞ୍ଚ ନେଇଥିବା ଖବର ପୂର୍ଣ୍ଣ ତଥ୍ୟ ସହିତ ମଧ୍ୟ ଆମେ ଦେଖାଇଥିଲୁ । ଖବର ପ୍ରକାଶନ ପରେ ଘଟଣାର ସରଜମୀନ ତଦନ୍ତ କରିବାକୁ ବିଭାଗର ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଉଚ୍ଚ ଅଧିକାରୀ ମଧ୍ୟ ଆସିଲେ । ସମସ୍ତ ତଥ୍ୟ ପ୍ରମାଣ ଥାଇ […]