ହାତଗୁଞ୍ଜା ନଦେଲେ ମିଳି ପାରୁନି ଆବାସ ଗୃହ…
ଢେଙ୍କାନାଳ : ଆବାସ ଯୋଜରେ କେଳେଙ୍କାରୀ ଅଭିଯୋଗ । ହାତଗୁଞ୍ଜା ନଦେଲେ ମିଳି ପାରୁନି ଆବାସ ଗୃହ । ଏ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଠୋକର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ଠୋକରବାସୀ । କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ନେଇ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ […]