ହାତୀ ମଣିଷ ଲଢେଇରେ ଧନ୍ଦି ହେଉଛନ୍ତି ହିନ୍ଦୋଳ ଉପଖଣ୍ଡବାସୀ
ହିନ୍ଦୋଳ : ହାତୀ ମଣିଷ ଲଢେଇରେ ଧନ୍ଦି ହେଉଛନ୍ତି ହିନ୍ଦୋଳ ଉପଖଣ୍ଡବାସୀ । ଏବେ ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀ ଆକ୍ରମଣରେ ହେଉଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଆଶଙ୍କା ଭିତରେ ଜୀବନ ଅତିବାହିତ କରୁଛନ୍ତି ଅଞ୍ଚଳବାସୀ । ବିଶେଷ କରି ସକାଳେ ଏବଂ ସନ୍ଧ୍ୟା ହେଲେ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ତେଣୁ ଅଞ୍ଚଳବାସୀ ଏହି ସମୟରେ ଘରୁ ବାହାରକୁ ବାହାରିବାକୁ ଶଙ୍କା ପ୍ରକାଶ କରୁଛନ୍ତି । ହିନ୍ଦୋଳ […]