ଓଡିଶା

ଓଡିଶାରେ ଖାଲି ଶଙ୍ଖ କ୍ରେଜ୍ ! ହିନ୍ଦୋଳ ଏନ୍ଏସିର ଉପାଧ୍ୟକ୍ଷ ପଦ ବି ହାତେଇଲା ବିଜେଡି

ହିନ୍ଦୋଳ : ହିନ୍ଦୋଳ ଏନ୍ଏସିର ଉପାଧ୍ୟକ୍ଷ ପଦ ବି ହାତେଇଲା ବିଜେଡି । ଏନ୍ଏସିର ନୂତନ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପ୍ରତିମା ରାଉତ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳି ଅନୁସାରେ ହିନ୍ଦୋଳରେ ଏନ୍ଏସି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ସଂଖ୍ୟା ଗରିଷ୍ଠତା ଥିବା ଶାସକ ବିଜେଡି ଦଳର ୧୦ ନମ୍ବର ୱାର୍ଡ କାଉନସିଲର ପ୍ରତିମା ରାଉତ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିରୋଧୀ […]

ଓଡିଶା

ସରିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ, ୫ରେ ହେବ ଭାଗ୍ୟ ନିର୍ଦ୍ଧାରଣ

ହିନ୍ଦୋଳ : ସରିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ । ଇଭିଏମରେ ସିଲ୍ ହେଲା ୫୦ ଜଣ କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀ ଓ ୩ ଜଣ ଚେୟାରମ୍ୟାନ ପ୍ରାର୍ଥିଙ୍କ ଭାଗ୍ୟ । ଆସନ୍ତା ୫ରେ ହେବ ଭାଗ୍ୟ ନିର୍ଦ୍ଧାରଣ । ହିନ୍ଦୋଳ ଏନ୍ଏସିର ଚେୟାରମ୍ୟାନ ପଦ କିଏ ହାତେଇବ ତାହାକୁ ଅପେକ୍ଷା । ୧୬ ଟି ୱାର୍ଡର ୧୬ଟି ବୁଥରେ ହୋଇଥିବା ମତଦାନରେ ସମୁଦାୟ ୯ ହଜାର ୮ ଶହ ୬୩ ଜଣ ମତଦାତାଙ୍କ ମଧ୍ୟରୁ ୮ ହଜାର ୬ […]

ଓଡିଶା

ଶୃଙ୍ଖଳିତ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଅନୁରୋଧ

ହିନ୍ଦୋଳ : ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଅନୁଷ୍ଠିତ ହେବ ହିନ୍ଦୋଳ ଏନ୍ଏସି ନିର୍ବାଚନ । ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ୱାର୍ଡରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥି/ପ୍ରାର୍ଥିନୀଙ୍କ ସହିତ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସଦସ୍ୟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହି […]