ହିନ୍ଦୋଳ ଏନ୍ଏସିରେ ମହାଘୋଟାଲା ଗନ୍ଧ । କିଏ କହୁଛି ସତ ?
ହିନ୍ଦୋଳ : ହିନ୍ଦୋଳ ଏନ୍ଏସି ହରିହାଟ ପଡିଆ ଦେବତ୍ର ଜମିରେ ପଡୁଛି ମାଟି । ହେଲେ ମାଟି ପକାଇବା ପାଇଁ ହୋଇନି ଟେଣ୍ଡର୍ । ଗୋଟେ ପଟେ ଏହି ମାଟି ସ୍ପେଶାଲ୍ ଫଣ୍ଡରୁ ପଡୁଥିବା କଥା ହିନ୍ଦୋଳ ଜେଇ ପ୍ରିୟଙ୍କା ଦେଓ କହୁଥିବାବେଳେ ଏହି ମାଟି ନିଜସ୍ବ ଏବଂ ମାଗଣା ପଡୁଛି ବୋଲି କହିଛନ୍ତି ଏନ୍ଏସି ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନ । ଏପରିକି ୨ ନମ୍ବର ୱାର୍ଡ଼ କାଉନସିଲରଙ୍କୁ ପଚାରିବାରୁ ସେ ମଧ୍ୟ ସମାନ କଥା […]