ରାଜ୍ୟର ଅବହେଳିତ ଡାକ୍ତରଖାନା, ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଶୁଭଦୃଷ୍ଟିକୁ ଅପେକ୍ଷା…
ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନଥିବାରୁ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନାହିଁ । ଫଳରେ ବାଧ୍ୟ ହୋଇ ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ସାଧାରଣ ରୋଗୀ । ଦିନ ଥିଲା ବିଭିନ୍ନ ବିଭାଗୀୟ ବିଶେଷଜ୍ଞ ଡାକ୍ତରଙ୍କ ସହିତ ୧୦/୧୨ ଜଣ ଡାକ୍ତରଙ୍କୁ ନେଇ ଏଠାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା । ଡ଼ାକ୍ତରଖାନା ପରିସରରେ ଗହଳି ଚହଳି ଲାଗି ରହୁଥିଲା […]