ହିନ୍ଦୋଳ ଅବକାରୀ ବିଭାଗକୁ ସଫଳତା, ୪୩ ଲିଟର ଦେଶୀ ମହୁଲୀ ମଦ ଜବତ…
ହିନ୍ଦୋଳ: ହିନ୍ଦୋଳ ଅବକାରୀ ବିଭାଗକୁ ସଫଳତା । ଦେଶୀ ମହୁଲୀ ମଦ ସାମଗ୍ରୀ ସହିତ ମଦ ମାଫିଆଙ୍କୁ ଗିରଫ କଲା ହିନ୍ଦୋଳ ଅବକାରୀ ଥାନା । ହିନ୍ଦୋଳ ବ୍ଲକ୍ ଏବଂ ହିନ୍ଦୋଳ ଏନ୍ଏସିରୁ ୪୩ ଲିଟର ଦେଶୀ ମହୁଲୀ ମଦ ସହିତ ଅନ୍ୟ ସାମଗ୍ରୀ ଜବତ କରିଛି ହିନ୍ଦୋଳ ଅବକାରୀ ବିଭାଗ । ସୂଚନା ଅନୁସାରେ, ବାଲିମୀ ଥାନା ଅନ୍ତର୍ଗତ ଗାଲପଡା ଗ୍ରାମରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ସହିତ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ […]