ହିନ୍ଦୋଳରେ ଚେୟାରମ୍ୟାନ ବିରୋଧରେ ଅନାସ୍ଥା ଚର୍ଚ୍ଚା…
ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ଅସନ୍ତୁଷ୍ଟ ୧୨ଜଣ କାଉନସିଲର ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେବାକୁ ନେଇ ହିନ୍ଦୋଳ ଏନ୍ଏସିରେ ରାଜନୀତି ସରଗରମ ହୋଇଛି । ହିନ୍ଦୋଳ ଏନ୍ଏସିରେ ଦୀର୍ଘଦିନ ହେବ ଅସନ୍ତୋଷର ନିଆଁ ଦେଖାଯାଇଥିଲା । ଗତ ସ୍ୱାୟତ୍ତ ଶାସନ ଦିବସରେ ଏହାର ଚିତ୍ର ଦେଖାବାକୁ ମିଳିଥିଲା । ଏପରିକି ଗତ ନିର୍ବାଚନ ସମୟରେ ପରିଷଦର ବିନା ଅନୁମୋଦନରେ ନିର୍ବାଚନ ପାଇଁ ୧୭ଲକ୍ଷ ଟଙ୍କା […]