ବିଜେଡିର କାଉନସିଲର । ତେଣୁ ସମସ୍ତେ ଡରିବା ଆବଶ୍ୟକ !
ହିନ୍ଦୋଳ : ହିନ୍ଦୋଳର ୧୫ ନମ୍ବର ୱାର୍ଡ କାଉନସିଲରଙ୍କ କଡା ଧମକ । ଫୋନରେ ଫୋନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛନ୍ତି କାଉନସିଲର ମ୍ୟାଡମ୍ । “ମୁଁ ବି ଚାଲାକ । କିଏ ଖବର ପ୍ରସାରଣ କରିଛି ତା ନାମ କୁହ । ମୋ ଘର କାମ ହେବ, ସେଥିପାଇଁ ମୁଁ ଘରେ ଇଟା ତିଆରି କରୁଛି । ଏଥିରେ କାହାର କ’ଣ ଯାଉଛି । ମୁଁ ରାଜନୀତିରେ ଅଛି । ବେଶି ହେଲେ କଥା ଖରାପ […]