ଓଡିଶା

ଖବର ପ୍ରଭାବ…ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଚେତିଲେ ହିନ୍ଦୋଳ ବିଡ଼ିଓ

ମୁଣ୍ଡ ନୁଆଇଁ ଶେଷରେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ କଲେ ବଦଳିଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ୍ ଜ୍ଞାପନ କଲେ ବୁଦ୍ଧିଜୀବୀଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ନାଟକରେ ଯବନିକା ପଡ଼ିଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ଆଦେଶ ପତ୍ର ସଂଖ୍ୟ ୪୦୩୬ ତା ୦୩-୧୦-୨୦୨୪ ଅନୁଯାୟୀ ଏହି ବ୍ଲକର ୫ ଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ସହକାରୀ ଯନ୍ତ୍ରୀଙ୍କୁ […]

ଓଡିଶା

ରାସ୍ତା ନୁହେଁ ତ ମରଣଯନ୍ତା, ବାରମ୍ବାର ଗୁହାରୀ ପରେ ବି ଶୁଣୁନାହାନ୍ତିି ସରପଞ୍ଚ ଓ ବ୍ଲକ ପ୍ରଶାସନ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତ ଅନ୍ତର୍ଗତ ଆମ୍ବିଥି ଚେପିଟି ଗାଡିଆ ୯ ନଂ ୱାର୍ଡ ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ଉକ୍ତ ରାସ୍ତା ଦେଇ ଯାତାୟତ କାଠିକାର ପାଠ । ଏପରିକି ଗୁରୁତର ରୋଗୀଙ୍କୁ ଯଦି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାକୁ ପଡେ ତେବେ ଏହି ରାସ୍ତା ଦେଇ ପ୍ରାୟ ୧ କିମି ପର୍ଯ୍ୟନ୍ତରୋଗୀଙ୍କୁ ବୋହି ନେବାକୁ ପଡେ । ପରେ ଯାଇ ମୁଖ୍ୟ […]

ଓଡିଶା

ଥଇଥାନ ନକରି ତରବରିଆ ନିଷ୍ପତି ନେଇ ଗରିବ ଲୋକଙ୍କୁ ବେସାହାରା କଲା ପ୍ରଶାସନ…

ଏବେ ପ୍ରଶ୍ନ ଜବରଦଖଲ ଜମି ଉପରେ ଆବାସ ଯୋଜନା କାର୍ଯ୍ୟାଦେଶ ଅନୁମତି ଦେଇଥିଲା କିଏ ?ଢେଙ୍କାନାଳ, ୨୮/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି ଦେଇ ସଂପୂର୍ଣ୍ଣ ପରିବାରଟିକୁ ବେସାହାରା କରିଦେଛନ୍ତି । ସୂଚନା ମୁତାବକ ଗ୍ରାମର […]

ଓଡିଶା

ରମେଶଙ୍କ ପାଇଁ ଆବାସ ଗୃହ ସାତ ସପନ । ଯୋଜନାର ଆଉ କେତେଦିନ ପରେ ସୁଫଳ ପାଇବେ ଜନତା

ଢେଙ୍କାନାଳ : ଦୁଃଖ ଆମ ଭାଗ୍ୟର ଲେଖା । ଆମ ପାଇଁ ସରକାର ସବୁ କରୁଛନ୍ତି । ଏ କଥା ଆମେ ଶୁଣୁଛୁ । ହେଲେ ଆମ ଘର ଦେଖନ୍ତୁ ଆଉ କୁହନ୍ତୁ ଆମେ ଏ କଥାକୁ କେମିତି ବିଶ୍ବାସ କରିବୁ । ପୁରୁଣା କାଗଜ କଲମରେ ଆମେ ଯୋଗ୍ୟ ହିତାଧିକାରୀ ଭାବେ ସାମିଲ ଥିଲୁ, ମାତ୍ର ନୂଆ ସର୍ଭେ ରିପୋର୍ଟରେ ଆମ ନାମ କଟିଗଲା । ଏବେ ଆମ ଘରର ଅବସ୍ଥା ଆହୁରୀ ଶୋଚନୀୟ ହୋଇଗଲାଣି […]

ଓଡିଶା

କମାଲ କରିଦେଲେ ଟ୍ୱିଟର ବଏ ବିନୟ ନାଏକ…

ହିନ୍ଦୋଳ : ଗରିବ, ନିରୀହ ମଣିଷର ଦୁଃଖ-ସୁଖର ସାଥୀ ପାଲଟିଛନ୍ତି ଟ୍ୱିଟର ବଏ ବିନୟ ନାଏକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତର ଚନ୍ଦ୍ରମଣି ନାଏକ । ବୟସ ୮୭ ବର୍ଷ । ସେ ବିଗତ ତିନି ମାସ ହେବ ତାଙ୍କର ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିଲେ । ଏ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଏସ୍ଏସ୍ଓ ଏବଂ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ । ହେଲେ ତାଙ୍କ […]