ହିନ୍ଦୋଳ ମହାବିଦ୍ୟାଳୟରେ ୭୫ ତମ ଏନ୍ ସି ସି ଦିବସ ପାଳିତ
ହିନ୍ଦୋଳ, ୨୩/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ପରିସରରେ ୭୫ ତମ ଏନ୍ ସି ସି ଦିବସ ଅନୁଷ୍ଠିତ ହୋଇଛି । ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥିଭାବେ ହିନ୍ଦୋଳ ଏସ୍.ଡ଼ି.ପି.ଓ ଦୀପକ ରଂଜନ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏନ୍ ସି ସି ପତାକା ଉତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ମାର୍ଗରେ […]