ଓଡିଶା

ବେଆଇନ କ୍ରସର ବିରୋଧରେ ଅଭିଯୋଗ ନେଲେନି ତହସିଲଦାର…

ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କଲେ ଅଂଚଳବାସୀଢେଙ୍କାନାଳ : ବେଆଇନ କ୍ରସର୍ ୟୁନିଟ୍ ବନ୍ଦ ନହେଲେ ଗ୍ରାମବାସୀଙ୍କ ପକ୍ଷରୁ ଭୋଟ ବର୍ଜନ ନିଷ୍ପତି । କ୍ରସର ଧୂଳି ଧୂଆଁରେ ଅସ୍ତ ବ୍ୟସ୍ତ ମାନିଆନାଳି ଗ୍ରାମବାସୀ । କ୍ରସର୍ ଗୁଣ୍ଡ ଯୋଗୁଁ ପୋଖରୀ ଓ ପିଇବା ପାଣି ପ୍ରଦୂଷିତ ହେଉଥିବା ଅଭିଯୋଗ । ଗ୍ରାମର ଅଧିକାଂଶ ବ୍ୟକ୍ତି କିଡିନ ରୋଗରେ ଆକ୍ରାନ୍ତ । ପ୍ରଶାସନିକ ସ୍ଥାଣୁତା ବିରୋଧରେ ଗ୍ରାମର ମହିଳାମାନେ ଏକଜୁଟ । ହିନେ୍ଦାଳ ଉପଖଣ୍ଡ କାରନ୍ଦା ଗ୍ରାମପଂଚାୟତର ମାନିଆନାଳି […]

ଓଡିଶା

ଢେଙ୍କାନାଳରେ ବଢୁଛି ବିଧାୟିକା ସୀମାରାଣୀଙ୍କ ଲୋକପ୍ରିୟତା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଧାୟିକା ସୀମାରାଣୀ ନାୟକଙ୍କର ଶକ୍ତି ବୃଦ୍ଧି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ଲୋକପ୍ରିୟତାରେ ବହୁ ଆଗରେ ରହିଥିବାର ବିଭିନ୍ନ କାର୍ଯ୍ୟକ୍ରମରୁ ଦେଖା ଦେଇଛି । ନିକଟରେ ବିଧାୟିକାଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ୍ୱ ଜନ ସମାଗମରେ ହିନ୍ଦୋଳ ଏନଏସି ୱାର୍ଡନଂ-୬ ରେ ଅନୁଷ୍ଠିତ ହୋଇଛି ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ । ବିଧାୟିକା ସୀମାରାଣୀ ନାୟକଙ୍କ ପାଇଁ ସ୍ୱତପ୍ରବୃତଃ ଭାବରେ ଅଗଣିତ […]

ଓଡିଶା

ଗୋଷ୍ଠୀ ଧାନଖଳା ଏବେ ମଦୁଆଙ୍କ ମେଲା ପଡିଆ….

ପଡୁନି ପୋଲିସର ଛାଟ୍ । ବେଆଇନ ମଦ ବେପାରୀଙ୍କୁ ଗିରଫ କରିବାକୁ ଦାବି କଲେ ଅଞ୍ଚଳବାସୀ । ହିନ୍ଦୋଳ : ମଦୁଆଙ୍କ ଆଡ୍ଡାସ୍ଥଳ ଗୋଷ୍ଠୀ ଧାନଖଳା । ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଞ୍ଚାୟତଠାରୁ ନୂଆକୋଟ ଡିହସାହି ସଂଯୋଗୀକରଣ ରାସ୍ତାର ଡିହସାହି ଗାଁ ମୁଣ୍ଡରେ ରହିଥିବା ଗୋଷ୍ଠୀ ଧାନଖଳା ଏବେ ମଦ୍ୟପ ତଥା ଅସାମାଜିକଙ୍କ ପାଇଁ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ଯାହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଏ ନେଇ ପୂର୍ବରୁ […]

ଓଡିଶା

ପଞ୍ଚମ ମୋଧାବୃତ୍ତି ପାଇଲେ ଆତିଶ…

ହିନ୍ଦୋଳ : ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ହାସଲ କଲେ ଆତିଶ ମିଶ୍ର । ଆତିଶଙ୍କ ସଫଳତାରେ ଗର୍ବିତ ହିନ୍ଦୋଳ ଏନ୍ଏସି ୨ ନମ୍ବର ୱାର୍ଡ ହରିହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସୂଚନା ଅନୁସାରେ, ଗତ ୨୩ ଫେବୃଆରୀରେ ବ୍ଲକ ଶିକ୍ଷା ଜିଲ୍ଲା ଅଧିକାରୀଙ୍କ ପତ୍ର ସଂଖ୍ୟା ୫୦୪ ଅନୁଯାୟୀ ଅନୁଷ୍ଠାନର ପଞ୍ଚମ ଶ୍ରେଣୀର ଛାତ୍ର ଆତିଶ ମିଶ୍ର ମେଧା ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥଲେ । ତାଙ୍କର ଏହି ସଫଳତାରେ ଅନୁଷ୍ଠାନ […]

ଓଡିଶା

ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଉଛି ଆମ ଓଡ଼ିଶା ନବୀନ ଓଡ଼ିଶା…

ଢ଼େଙ୍କାନାଳ, (ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କନ୍ତାମିଲା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ଦେହୁରୀ, ସରପଞ୍ଚ ସୁନନ୍ଦା ଅମାନ୍ତଙ୍କ ସମେତ ଅନେକ ସଭ୍ୟ, […]

ଓଡିଶା

ବେସାହାରା ନିଶାଗ୍ରସ୍ତ ଯୁବକଙ୍କ ସାହାଭରସା ସମାଜସେବୀ…

ଢେଙ୍କାନାଳ, (ସୁଜିତ୍ କୁମାର ବେହେରା) : ଯେଉଁଠି ପରିବାର ଲୋକ ହାର ମାନିଗଲେ, ସେଠାରେ ସହାୟ ହେଲେ ସମାଜସେବୀ । ଜଣେ ନିଶାଗ୍ରସ୍ତ ଯୁବକଙ୍କୁ କିଭଳି ବାଟକୁ ଅଣାଯିବ ତାର ବ୍ୟବସ୍ଥା ମଧ୍ୟ କରାଇଲେ । ବର୍ତମାନ ସମାଜରେ ନିଶା ଏକ ସାମାଜିକ ବ୍ୟଧି ହୋଇ ମୁଣ୍ଡ ଟେକିଛି । ଏପରିକି ନିଶାଗ୍ରସ୍ତ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ସମାଜକୁ ପଥଭ୍ରାନ୍ତ କରାଉଛନ୍ତି ।ସୂଚନା ଅନୁସାରେ, ମୋ ଗାଁ ମୋ ସମ୍ମାନ ଅଭିଯାନ […]

ଓଡିଶା

ବାଉଁଶପୋଖରୀ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର…

ଢେଙ୍କାନାଳ, ୧୨/୨୪ (ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାଉଁଶପୋଖରୀ ପଂଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଉଁଶପୋଖରୀ ସରପଂଚ ରଞ୍ଜିତ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ହିନ୍ଦୋଳ ୨ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ଦେହୁରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ନାଏବ ସରପଂଚ ଘଂଟି ନାଏକ, […]

ଓଡିଶା

କିଏ ଶୁଣିବ ପ୍ରେମଲତାଙ୍କ ଗୁହାରୀ ? ବେସାହାରା ପ୍ରେମଲତା ଜିଲ୍ଲାପାଳଙ୍କୁ ଗୁହାରି କରି କରି ନିରାଶ…

ଢେଙ୍କାନାଳ, ୯/୧ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ସରକାରୀ ଯୋଜନାରେ ଆବାସ ଗୃହ ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ । ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ପଂଚାୟତସ୍ତରରେ ଓ ବ୍ଲକସ୍ତରରେ ପିସି କାରବାର କରି କେତେକ ମୁଷ୍ଟିମେୟ ଲୋକ ଆବାସ ଗୃହ ହାତେଇ ନେଇଥିବା ଭଳି ଗୁରୁତର୍ ଅଭିଯୋଗ ଆସିଛି କଂସରା ପଂଚାୟତ ଅନ୍ତର୍ଗତ ଆମ୍ବିଠୀ ଗ୍ରାମ ହରିଜନ ସାହି ବାସୀ ହିତାଧିକାରୀଙ୍କ ଠାରୁ । ଗ୍ରାମର ବିଧବା, ନିରାଶ୍ରୟା ପ୍ରେମଲତା ନାଏକ […]

ଓଡିଶା

ବିଧାୟିକାଙ୍କ ଉଦ୍ୟମରେ ହିନ୍ଦୋଳରେ ଡ଼ାଇଲେସିସ କେନ୍ଦ୍ର ଉଦଘାଟିତ

ଢେଙ୍କାନାଳ, ୨/୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଲକ୍ଷଲକ୍ଷ ଜନସାଧାରଣଙ୍କ ପାଇଁ ବିଧାୟିକା ସୀମାରାଣୀ ନାୟକ ପୁଣିଥରେ ଆଣିଦେଇଛନ୍ତି ଖୁସିର ଉପହାର । ହିନ୍ଦୋଳରେ ଥିବା କିଡନୀ ରୋଗୀମାନେ ଡାଇଲେସିସ ପାଇଁ ଏଠାରୁ ୬୦କିମି କିମ୍ବା ୩୦କିମି ପର୍ଯ୍ୟନ୍ତ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଯାଆ ଆସ କରୁଥିଲେ । ମାତ୍ର ହିନ୍ଦୋଳ ଜନସାଧାରଣଙ୍କ ପ୍ରଧାନ ସେବିକା ଜନପ୍ରିୟ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଏହାକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ […]

ଓଡିଶା

ହିନ୍ଦୋଳ ବିଧାୟିକା ଦୌଡ଼ରେ ଆଇନଜୀବୀ ମମତାଞ୍ଜଳି ବେହେରା

ଢେଙ୍କାନାଳ, ୨/୨ (ସୁଜିତ୍ କୁମାର ବେହେରା) : ସାଧାରଣ ନିର୍ବାଚନ ପାଇଁ ଅଂଟା ଭିଡିଲେଣି ପ୍ରମୁଖ ରାଜନୈତିକ ଦଳ । ଏହାରି ଭିତରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଶାସକ ବିଜେଡ଼ି ଦଳ ମଧ୍ୟରେ ଅନେକ ଆଶାୟୀ ପ୍ରାର୍ଥୀ ମୁଣ୍ଡ ଟେକିଲେଣି । ସେମାନଙ୍କ ମଧ୍ୟରୁ ଜଣେ ଚର୍ଚ୍ଚିତ ରାଜନୈତିକ ହେଉଛନ୍ତି ଆଇନଜୀବୀ ହେଉଛନ୍ତି ମମତାଞ୍ଜଳୀ ବେହେରା । ସେ ପେଶାରେ ଜଣେ ସୁଦକ୍ଷା ଆଇନଜୀବୀ ଭାବେ ମଧ୍ୟ ବେଶ୍ ପରିଚିତ […]