ବଞ୍ଚିଗଲା କଂଗ୍ରେସ !
ଦେଶର ଧୀରେ ଧୀରେ ସତ୍ତା ହରାଉଛି କଂଗ୍ରେସ । ଏଭଳି ସ୍ଥଳେ ହିମାଚଳ ପ୍ରଦେଶରେ କଂଗ୍ରେସ ନିଜର ସ୍ଥିତି ଜାହିର କରି ନିଜର ସମ୍ମାନ ବଞ୍ଚାଇବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେବଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତାଧୀନ ଥିବାବେଳେ ସେଠାରେ ପରବର୍ତ୍ତୀ ନିର୍ବାଚନ ୨୦୨୩ରେ ହେବ । ହିମାଚଳ ପ୍ରଦେଶରେ ମୋଟ ୬୮ ଟି ଆସନରୁ ବିଜେପି ୨୬ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବା […]