ଦେଶ ବିଦେଶ

ହିମାଚଳ ପ୍ରଦେଶରେ ଭୟଙ୍କର ପରିସ୍ଥିତି…

ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏହାର ପ୍ରଭାବରେ ହିମାଚଳ ପ୍ରଦେଶର କୁଲୁ, ଶିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ରାମପୁର ସମେଜ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । କୁଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର […]

ଦେଶ ବିଦେଶ

ବଞ୍ଚିଗଲା କଂଗ୍ରେସ !

ଦେଶର ଧୀରେ ଧୀରେ ସତ୍ତା ହରାଉଛି କଂଗ୍ରେସ । ଏଭଳି ସ୍ଥଳେ ହିମାଚଳ ପ୍ରଦେଶରେ କଂଗ୍ରେସ ନିଜର ସ୍ଥିତି ଜାହିର କରି ନିଜର ସମ୍ମାନ ବଞ୍ଚାଇବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେବଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତାଧୀନ ଥିବାବେଳେ ସେଠାରେ ପରବର୍ତ୍ତୀ ନିର୍ବାଚନ ୨୦୨୩ରେ ହେବ । ହିମାଚଳ ପ୍ରଦେଶରେ ମୋଟ ୬୮ ଟି ଆସନରୁ ବିଜେପି ୨୬ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବା […]