ଓଡିଶା

ହାଇଟେକ ମେଡିକାଲ କଲେଜ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବର ଅନୁଷ୍ଠିତ…

ଗଜପତି, ୨୧/୧୨ (ବିବେକାନନ୍ଦ ବେହେରା) : ଗଜପତି ଷ୍ଟାଡିୟମରେ ଆୟୋଜିତ ଗଜପତି ଉତ୍ସବ ୨୦୨୩ ରେ ହାଇଟେକ ମେଡିକାଲ କଲେଜ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଖ୍ୟା ଲଘୁ ତଥା ମାନ୍ୟବର ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଫିତା କାଟି ଶୁଭ ଉଦଘାଟନ କରିଥିଲେ । ପରେ ଭୁବନେଶ୍ୱରରୁ ଆସିଥିବା ହାଇଟେକ ମେଡିକାଲର ୧୧ ଜଣିଆ ଡାକ୍ତର ଟିମ, ସମସ୍ତ ଗଜପତିର ଜନସାଧାରଣଙ୍କ ଚିକିତ୍ସା କରିଥିଲେ । ମୁଖ୍ୟତଃ […]