ଓଡିଶା

ରାଜ୍ୟରେ ହେଭିୱେଟ୍ ପ୍ରଚାର ତାଲିକା । କିଏ କେଉଁଠି କରିବେ ପ୍ରଚାର…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ହେଭିୱେଟ ନେତା । ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଖଡଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ ଫେୟାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହାପରେ ଅପରାହ୍ନରେ ଫୁଲବାଣୀର ସ୍ଥାନୀୟ କରୋନେସନ ପଡ଼ିଆରେ ଏକ ପ୍ରଚାର ସମାବେଶକୁ ସମ୍ବୋଧନ କରି ଖଡଗେ, କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ମଲିକାର୍ଜୁନ ଖଡ଼ଗେଙ୍କ […]

ଓଡିଶା

ଆଜି ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବେ ଆସାମ ମୁଖ୍ୟମନ୍ତ୍ରୀ…

ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଓଡ଼ିଶାରେ ପହଞ୍ଚିବା ପରେ ଅପରାହ୍ନରେ ଭୁବନେଶ୍ୱସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ସହ ରାଜ୍ୟ ବିଜେପିକୁ ଶକ୍ତି ଦେବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା । ଏନେଇ ସମସ୍ତ ତଥ୍ୟ ଜାରି କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଏହା ପୂର୍ବରୁ ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ […]