ନିଃଶବ୍ଦ ଶୀତୁଆ ରାତିର ସାଥୀ !
ଅସହ୍ୟ ଶୀତରେ ସାଧାରଣ ଲୋକଟିଏ ଯେତେବେଳେ ଘରେ କମ୍ବଳ କିମ୍ବା ରେଜେଇ ଘୋଡେଇ ହୋଇ ଶାନ୍ତିରେ ଶୋଇଥାଏ, ସେତେବେଳେ ଆମେ ଭୁଲିଯାଇଥାଉ ବାହାରେ ଶୋଇଥିବା ଲୋକଙ୍କ ବିଷୟରେ । ସତରେ ଭଗବାନଙ୍କ ସୃଷ୍ଟି କେତେ ବିଚିତ୍ର । ଗୋଟେ ପଟେ ଜଣଙ୍କୁ ସମସ୍ତ ବୌଭବ୍ୟ ମିଳୁଥିବାବେଳେ ଅନ୍ୟପଟେ ଏଭଳି ଅସହ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ପେଟ ଚାଖଣ୍ଡକ ପାଇଁ ଦିନରାତି ଅହରହ ପରିଶ୍ରମ କରୁଥିବା ଲୋକଙ୍କ ନିକଟରେ ଯେତେବେଳେ ଖାଦ୍ୟ ଯୋଗାଡ କରିବା ଏକପ୍ରକାର […]