ଓଡିଶା

୪ ବର୍ଷର ନିଷ୍ପାପ କୁନି ଶିଶୁ ‘ପ୍ରିୟାଂଶୁ’ ରକ୍ତ କର୍କଟରେ ପୀଡିତ…

ସାହାଯ୍ୟର ହାତ ବଢାଇବା ପାଇଁ ଆକୁଳ ନିବେଦନବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : କୁନି କୁନି ପାଦରେ ଥୁକୁଲୁ ଥୁକୁଲୁ ଚାଲିବା ଓ ବାଲିରେ ଖେଳିବା ବୟସରେ କୁନି ଶିଶୁଟି ଆଜି ବଞ୍ଚିବା ପାଇଁ ମେଡ଼ିକାଲରେ ସଂଘର୍ଷ କରୁଛି । ନିଷ୍ପାପ ଶିଶୁ ଆଜି ମେଡିକାଲର ବେଡ଼ ଉପରେ ଶୋଇ ବଞ୍ଚିବା ପାଇଁ ରାହା ଖୋଜୁଛି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ସୁମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ସୁମଣ୍ଡଳ ଶିବାନନ୍ଦ ମାର୍ଗ ସାହିର ସନ୍ତୋଷ […]

ଓଡିଶା

ଧନ୍ୟବାଦ ସରକାର ଏବଂ ସହାୟତା ପ୍ରଦାନକାରୀ… ଆଉ ଅଳ୍ପ ସହାୟତା ଲୋଡା …

ସଫଳ ଅସ୍ତ୍ରୋପଚାର ପରେ ଫୋନଯୋଗେ ଆମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଲେ ପୀଡିତଙ୍କ ପତ୍ନୀ । ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନୀ ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ । ତାଙ୍କର ଦୁଇଟି କିଡିନୀ ଖରାପ ହୋଇଯାଇଥିବାବେଳେ କିଡନୀ ପ୍ରତ୍ୟାରୋପଣ ଲାଗି ତାଙ୍କ ପତ୍ନୀ ଜିତୁନଙ୍କୁ ଏକ କିଡନୀ ପ୍ରଦାନ କରିଥିଲେ । ତେବେ ଘରୋଇ ହସ୍ପିଟାଲରେ ଜିତୁନଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି । […]