ବିଧାୟିକା ହେବା ସମୟରେ ଯାହା ଶପଥ ନେଇଥିଲେ, ତାକୁ ସାକାର କଲେ…
କୋଟପାଡ଼ (ସୁନୀଲ ଦାଶ ): ଜନସେବାକୁ ପାଥେୟ କରି ବିଧାୟିକା ହୋଇଥିଲେ । ବିଧାୟକ ଭାବେ ଶପଥ ନେବାବେଳେ ଯାହା ଶପଥ କରିଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କୋଟପାଡ ବିଧାୟିକା ପଦ୍ମିନୀ ଦିଆନ । ସବୁବେଳେ ଲୋକଙ୍କ ସେବାରେ ଥିବା ବିଧାୟିକା କର୍ତ୍ତବ୍ୟକୁ ପଛରେ ରଖି ପ୍ରଥମେ ଜନସେବାକୁ ଅଗ୍ରାଧିକାର ଦେଇଛନ୍ତି । ବିଧାୟିକା ପଦ୍ମିନୀ ଦିଆନ କୋଟପାଡ଼ରୁ 5ଟି ସଚିବଙ୍କ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିବା ସମୟରେ ସସାହାଣ୍ଡି ନିକଟସ୍ଥ […]