ଓଡିଶା

ସ୍ବେଚ୍ଛାସେବୀ ସଂଗଠନର ସାହାଯ୍ୟ; ଅସହାୟ ପରିବାରକୁ ଆଶାର ଆଲୋକ

ବାଲିଆପାଳ : ବାପା ଛେଉଣ୍ଡ କଅଁଳ ଛୁଆ ଦିଟା । ଘରର ରୋଜଗାରିଆ ପୁଅ ଆରପାରିରେ । ପୁଅ ଚାଲିଗଲା ପରେ ଅସହାୟ ହୋଇଗଲେ ବୃଦ୍ଧ ବାପା ମାଆ । ସେପଟେ ସ୍ବାମୀକୁ ହରାଇ ଦୁଃଖରେ ପତ୍ନୀ ଭାଙ୍ଗିପଡିଥିବାବେଳେ ଦୁଇ ଦୁଇଟା କୁନି କୁନି ଝିଅଙ୍କ ମୁହଁକୁ ଚାହିଁ ଜୀବନ ବିତାଉଛନ୍ତି । ପାଖରେ ନା ଅଛି ସମ୍ବଳ ନା ଆତ୍ମନିର୍ଭରଶୀଳ ହେବାର ବଳ । ଭିକ୍ଷା ବୃତ୍ତି କରି ଯାହା ଆଣୁଛନ୍ତି ସେଥିରେ ଓଳିଏ ଖାଇଲେ […]