ଅଖିଳ ଭାରତୀୟ ହୃଦ୍ ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଉଦଯାପିତ…
ଭୁବନେଶ୍ୱର, ୧୨/୨୪ (ଅଭିଜିତ୍ ସିଂ) : ଅଖିଳ ଭାରତୀୟ ହୃଦ୍ ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ୭୦ ତମ ବାର୍ଷିକ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ସର୍ବଭାରତୀୟସ୍ତରରେ ୧୫୦୦ ରୁ ଅଧିକ ହୃଦ୍ ବକ୍ଷ ଶଲ୍ୟ ବିଶେଷଜ୍ଞଙ୍କ ସହ ପ୍ରାୟ ୧୫ଟି ଦେଶର ୩୦ ଜଣ ବିଦେଶାଗତ ପ୍ରସିଦ୍ଧ ଡାକ୍ତର ଯୋଗ ଦେଇଥିଲେ । କିଛିବର୍ଷ ତଳେ ଛୋଟ ବଡ ହାର୍ଟ ଅପରେସନ୍ ପାଇଁ ଓଡ଼ିଶାରୁ ରୋଗୀମାନଙ୍କୁ […]