ଓଡିଶା

କନ୍ଦରପୁରସ୍ଥିତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାଗଣା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ

କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁରଠାରେ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ବସନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ମାଗଣା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । କଟକ ସଦର ବ୍ଲକ ବିଡ଼ିଓ ରାଜୀବ ଲୋଚନ ପରିଡ଼ା ଏହାକୁ ଉଦ୍ଘାଟନ କରିଥିବାବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଲି, କନ୍ଦରପୁର ସରପଞ୍ଚ ସୁଭାଶିନି ରାଉତ, ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ , ସିଡିପିଓ ପ୍ରମୁଖ ଯୋଗଦେଇଥିଲେ । ଶିବିରରେ ମୋଟ […]