ଓଡିଶା

ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା…

ବ୍ୟୁରୋ  ଏଫ୍ଟୁଏସ୍ :  ‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।’ ଏ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡିଶାରେ ଆୟୁଷ୍ମାନ […]

ଓଡିଶା

କଟକର ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ…

କଟକର ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟ ନର୍ସିଂହୋମରେ ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଛି । ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଉଦ୍ଧାର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ଅଗ୍ନିଶମ ବାହିନୀ । କଟକ ପୁରୀଘାଟ ନିକଟ ରାଧାରମଣ ନର୍ସିଂହୋମରେ ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ରହିଛି ଆଇସିୟୁ । ୧୦ରୁ ଅଧିକ ଗୁରୁତର ରୋଗୀ  ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଏହାଛଡ଼ା ସାଧାରଣ ବେଡ୍‌ରେ […]

ଓଡିଶା

ପୁରୁଣା ଗଲେ, ଏବେ ଆଶା ନୂଆ ସରକାରଙ୍କ ଉପରେ

ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା: ରୋଗୀ ସେବା ବିପର୍ଯ୍ୟସ୍ତବୋଲଗଡ଼, ୨୮/୦୬ : ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ସୁବିଧାରେ ଯୋଗାଇ ଦେବା ପାଇଁ କେନ୍ଦ୍ର ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନଠାରୁ ଆରମ୍ଭ କରି ରାଜ୍ୟ ସରକାର ଭିତ୍ତିଭୂମିର ବିକାଶପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣ ସରକାରୀ ଡାକ୍ତରଖାନାରୁ ସେବା ପାଇବା କାଠିକର ପାଠ ହୋଇଯାଇଛି । ଭାତହାଣ୍ଡରୁ ଗୋଟିଏ ଭଳି ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା […]

ଓଡିଶା

ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦନ୍ୟତା । ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୩ କିଲୋମିଟର

ଗଜପତି: ଥ୍ୟାଙ୍କ ୟୁ ୧୦୮ ଆମ୍ବୁଲାନ୍ସ କର୍ମୀ । ଆପଣ ସାହାଯ୍ୟ କଲେ ବୋଲି ଆଜି ଗର୍ଭବତୀ ମହିଳା ଜଣକ ସୁସ୍ଥ ଅଛନ୍ତି । ଗଜପତି ଜିଲ୍ଲାରେ ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଣ୍ଟାପଦର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ଵାରା ବୁହା ହେଲେ ଗର୍ଭବତୀ ମହିଳା । ସୂଚନା ମୁତାବକ ଅନ୍ତରବା ପଞ୍ଚାୟତର ସାନ୍ତନି ଗୋମାଙ୍ଗଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ […]

ଓଡିଶା

ଖଡିଆଗୁଡାରେ ଝାଡାବାନ୍ତିରେ ୧୫ ଆକ୍ରାନ୍ତ, ୨ ମୃତ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଖଡିଆଗୁଡ଼ା ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ଖଡ଼ିଆଗୁଡ଼ା ଗ୍ରାମର ମାଝୀ ସାହିର ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜଣ ଝାଡ଼ାବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ୮ଦିନ ହେଲା ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନଥିଲା । ଦୁଇଜଣଙ୍କ ମୃତ୍ୟୁ ଘଟିବାପରେ […]