ଓଡିଶା

ଚିକିତ୍ସା ଅବହେଳାରେ ରୋଗୀ ମୃତ୍ୟୁ ଅଭିଯୋଗ, ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି…

କନ୍ଧମାଳ, ୩୧/୦୫ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ପତ୍ନୀ ଅନୁସୟା ଦିଗାଲ । ମୃତକଙ୍କ ଘର ରାଶିମେଣ୍ଡି ଫୁଲବାଣୀ ବ୍ଲକ୍ ହେଇଥିବା ବେଳେ ପ୍ରଥମେ ଗୁମାଗଡ଼ ଚିକିତ୍ସାଳୟରେ ଚିକିତ୍ସା ପାଇଁ ସେ ଯାଇଥିଲେ । ହେଲେ ସେଠାରେ ଚିକିତ୍ସା ହୋଇ ନ ପାରିବାରୁ ତାଙ୍କୁ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ । ମାତ୍ର […]