ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଗଣଧାରଣା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଏଗାର ଦଫା ଦାବି ନେଇ ଚିକିତ୍ସାଳୟ ସମ୍ମୁଖରେ ବିଜୟ ପାତ୍ରଙ୍କ ସଭାପତିତ୍ବରେ ଗଣଧାରଣା ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକୀୟ ୧୯ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୯ ଜଣ ଡାକ୍ତର । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ୯ ଜଣ ଡାକ୍ତର ମାତ୍ର ତିନିରୁ ଚାରି ଘଣ୍ଟା ଡିଉଟି କରି ବାଲେଶ୍ଵରରେ ବିଭିନ୍ନ ନର୍ସିଂହୋମରେ କାର୍ଯ୍ୟ କରୁଛନ୍ତି । ଯେଉଁଥିପାଇଁ […]