ଓଡିଶା

କଳମିଶ୍ରି ପଞ୍ଚାୟତ କାର୍ଯାଳୟରେ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ସାଲେପୁର : ମହାନଦୀ ଚିତ୍ରୋତ୍ପଳା ଦ୍ବିପାଞ୍ଚଳର କଳମିଶ୍ରି ପଞ୍ଚାୟତ କାର୍ଯାଳୟ ପରିସରରେ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଧ୍ରୁବ ଚାରିଟେବୁଲ ଟ୍ରଷ୍ଟ, ତ୍ରିଶା ହସ୍ପିଟାଲ ଓ ତ୍ରିଶା ନର୍ସିଙ୍ଗ ସେଣ୍ଟରର ତତ୍ତ୍ବାବଧାନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ କଳମିଶ୍ରି, ଜନାର୍ଦ୍ଦନପୁର, ସାନ୍ତପୁର, ବନ୍ଧୁପୁର, ପାଳଦା ସମେତ ଆଖପାଖ ଗ୍ରାମର ବହୁ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ମେଡ଼ିସିନ, ଶିଶୁ ରୋଗ, […]