କ୍ରୀଡା ମନୋରଞ୍ଜନ

ନୂଆ ରୂପରେ ଫିଲ୍ଡରେ କମାଲ ଦେଖାଇବ ଭାରତୀୟ ଦଳ

ନୂଆ ଜୋସ୍ ସହ ନୂଆ ଆଶା ଏବଂ ନୂଆ ଲୁକ୍ ନେଇ ଫିଲ୍ଡକୁ ଅବତୀର୍ଣ୍ଣ କରିବ ଟିମ୍ ଇଣ୍ଡିଆ । ଗ୍ୟାଲେରୀରେ ପରିଚିତ ମ୍ୟାନ୍ ଇନ୍ ବ୍ଲୁ ଏବେ ନୂଆ ରଙ୍ଗରେ ଦର୍ଶକଙ୍କୁ ରଙ୍ଗେଇବେ । ବିସିସିଆଇ ପକ୍ଷରୁ ଏହି ନୂଆ ଜର୍ସିର ଆଉଟଲୁକ୍ ଟ୍ବିଟ୍ କରାଯାଇଛି । ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ନୂଆ ଜର୍ସି ପିନ୍ଧିବ । 2007 ମସିହା ଟି20 ୱାର୍ଲ୍ଡ କପ୍ ଜର୍ସି ଭଳି ଏହାର ରଙ୍ଗ ଲାଇଟ୍ […]