ଓଡିଶା

ଏଥର ଜମିବ ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ…

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ଆସନ୍ତା ୧୨ ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ । ଚଳିତ ବର୍ଷ ୧୨ରେ ଜମାଣ ରାତ୍ର ଉତ୍ସବ ଆରମ୍ଭ ହୋଇ ୧୬ରେ ଠାକୁରଙ୍କ ମେଳଣ ଉତ୍ସବ ବା ହରିହର ଭେଟ ଉତ୍ସବ ପୂଜାବିଧି ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଶମ୍ଭୁ ସୋମନାଥ ଦେବ ପଞ୍ଚୁଦୋଳ ମେଳଣ ପରିଚାଳନା ପରିଷଦ । ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ […]