ଓଡିଶା

ସମାଜରେ ହିଂସା ,ଦ୍ୱେଷ, ସ୍ୱାର୍ଥପରତାରୁ ଦୂରେଇ ରହିଲେ ଭଲ ମଣିଷ ହୋଇପାରିବ…

ଭୁବନେଶ୍ୱର, ୧୫ ନଭେମ୍ବର : ପୁରପଲ୍ଲୀରୁ ଆରମ୍ଭ କରି ସହର ଯାଏଁ ଭାରତ ବର୍ଷରେ ସର୍ବତ୍ର ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ଟ୍ରଷ୍ଟ ତରଫରୁ ସ୍ଥାନୀୟ କୋଏଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୟୁପି ସ୍କୁଲରେ କୋମଳମତି ଶିଶୁମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଆଜିର ଶିଶୁ କାଲିର ଭବିଷ୍ୟତ । ଏହି ଉକ୍ତିକୁ ନେଇ ଛୋଟ ଛୋଟ […]