ଓଡିଶା

କୂଳ ହରାଉଛି ବାଉଁଶ କାରୀଗରଙ୍କ କୌଳିକ ବୃତ୍ତି…

ଗଜପତି, ୨୭/୦୫ : ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଲାଣି ବାଉଁଶ କାରୀଗରଙ୍କ କୌଳିକ ବୃତ୍ତି । ବାଉଁଶ କାରିଗର ମାନେ ବାଉଁଶରେ ବିଭିନ୍ନ ସରଞ୍ଜାମ ତିଆରି କରି ବିକ୍ରି କରିଥାନ୍ତି । ଧାନ ରଖିବା ଲାଗି ଡୋଲି,ତାଟ,କୁଲା, ଚାଉଳ ଧୁଆ, ତାଟି, ଛପା, କୁକୁଡ଼ା ଘୋଡୁ ଏହିଭଳି ବିଭିନ୍ନ ସାମଗ୍ରୀ ତିଆରି କରି ହାଟ ବଜାର ଗାଁ ଗହଳିରେ ବିକ୍ରି କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି । ହେଲେ ଏବେ ଆଧୁନକତାର ସ୍ପର୍ଶରେ ହଜିବାକୁ […]

ଓଡିଶା

ବିପଦରେ କୁଟୀର ଶିଳ୍ପ; ସରକାରୀ ସହାୟତା ପାଇଁ ନିବେଦନ…

ନୁଆପଡା, ୨୭/୦୫ : ବିପଦରେ କୁଟୀର ଶିଳ୍ପ । ଲଗାତର ଦୁଇ ବର୍ଷର କରୋନା ଲହର କୁଟୀର ଶିଳ୍ପୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ତେବେ ବର୍ତମାନ ସ୍ଥିତି ଟିକେ ସ୍ୱାଭାବିକ ହେବା ପରେ ବି କୁଟୀର ଶିଳ୍ପ ସାମଗ୍ରୀ ବଜାରକୁ ଆସିବା ପ୍ରାୟତଃ କମି ଯାଇଛି । କାରିଗରମାନଙ୍କ ପେଟପାଟଣା ପାଇଁ ଅନ୍ନ ମୁଠାଏ ଯୋଗାଡ କରିବା ମୁସ୍କିଲ ହୋଇପଡ଼ିଛି । ପୂର୍ବରୁ ଖରାଦିନେ ମାଟି ପାତ୍ରର ଚାହିଦା ରହୁଥିଲା । ଖରା ଦିନେ ଲୋକେ […]