ବାଲି ଘାଟରେ ଗୁଳିମାଡ଼ । ଜେସିବିକୁ ଜାଳି ଦେଲେ ଦୁବୃର୍ତ୍ତ…
ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ନଗସପୁର ଚିତ୍ରୋତ୍ପଳା ନଦୀରେ ଥିବା ବାଲି ଘାଟରେ ଗୁଳିମାଡ଼ ସହ ଜେସିବିକୁ ଜାଳି ଦେଲେ ଦୁବୃର୍ତ୍ତ । ବିଳମ୍ବିତ ରାତିରେ ନେମାଳ ଥାନା ନଗସପୁର ବାଲି ଘାଟରେ ଏହି ଘଟଣା ଘଟିଥିବା ବେଳେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ବାଲିଘାଟ କର୍ମଚାରୀଙ୍କ ଅଭିଯୋଗ ମୁତାବକ ବିଳମ୍ବିତ ରାତିରେ ୩ରୁ ୪ଜଣ ଦୁବୃର୍ତ୍ତ ଘଟଣା ସ୍ଥଳକୁ ଆସି ଅଚାନକ ଫାଙ୍କା ଗୁଳିଚଳନା କରିଥିଲେ । […]