ଦେଶ ବିଦେଶ

୧୯୮୫ ମସିହାର ରେକର୍ଡ ବ୍ରେକ୍ କରିବାକୁ ଯାଉଛି ବିଜେପି !

ଗୁଜରାଟରେ ଭୋଟ ଗଣତି ଯେମିତି ଆଗେଇ ଚାଲିଛି ସେମିତି ରାଜନୈତିକ ଦଳ ମଧ୍ୟରେ ହାରଜିତକୁ ନେଇ କ୍ରେଜ ବି ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କିଛି ସ୍ଥାନରେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଗଣତି ଶେଷ ପର୍ୟ୍ୟାୟରେ ପହଞ୍ଚି । ଏବେ ପର୍ୟ୍ୟନ୍ତ ସାମ୍ନାକୁ ଆସିଥିବା ରେଜଲ୍ଟ ଅନୁସାରେ, ଗୁଜରାଟର ୧୮୨ଟି ବିଧାନସଭା ଆସନରୁ ବିଜେପି ୧୫୮ ସ୍ଥାନରେ ଲିଡ୍‌ କରୁଛି । ଚଳିତଥର ଗୁଜୁରାଟରେ ବିଜେପି ରେକର୍ଡ ଆସନରେ […]

ଟ୍ରେଣ୍ଟିଂ ଦେଶ ବିଦେଶ

ଡିସେମ୍ବରରେ ଗୁଜୁରାଟରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ

ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଡିସେମ୍ବର ୧ ଓ ୫ରେ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ତାରିଖ ଘୋଷଣା କରିଛନ୍ତି । ଗୁଜରାଟର ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ସଂଖ୍ୟାଗରିଷ୍ଠତା ପାଇଁ ଯେକୌଣସି ଦଳ ୯୨ଟି ସିଟ୍‌ରେ ଜିତିବା ଉଚିତ୍ । ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ […]