ସରକାରଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ନିର୍ବାହୀ ଯନ୍ତ୍ରୀ ଓ ଜିଆରଏସ ତିଆରି କରୁଛନ୍ତି ମିଥ୍ୟା ମଷ୍ଟରୋଲ
ଓଡାପଡା : ମନରେଗା ୱେବସାଇଟ୍ ତଥ୍ୟ କହୁଛି ଆଜିକୁ ବର୍ଷେ ପୂର୍ବରୁ କାମ ସରିଛି । ଏମିତିକି ବିଲ୍ ମଧ୍ୟ ହୋଇସାରିଛି । ହେଲେ ଗ୍ରାଉଣ୍ଡଜିରୋରେ ପବନରେ ଫାଶ ବୁଣିଲା ପରି ସରକାରୀ ଅଟକଳକୁ ନିଜ ପକେଟରେ ପୁରାଇ କୁବେର ସମ୍ପତିର ମାଲିକ ହେଉଛନ୍ତି ଠିକାଦାରମାନେ । ଆଉ ଏଥିରେ ସିଧାସଳଖ ସହଯୋଗ କରୁଛନ୍ତି କନିଷ୍ଠ ଯନ୍ତ୍ରୀ ଏବଂ GRS । ବିନା କାମରେ ମିଥ୍ୟା ମଷ୍ଟରୋଲ ପ୍ରସ୍ତୁତ କରି ଚଞ୍ଚକତା ପୂର୍ବକ ଏହି ସବୁ କାର୍ଯ୍ୟ […]