ଓଡିଶା

୭ ଦିନ ପାଇଁ ସିଲ୍‌ ହେଲା ଗ୍ରୀନ ଚିଲି ଦୋକାନ

ଭୁବନେଶ୍ବର: ରାଜଧାନୀରେ ଆକ୍ସନ ମୁଡ଼ରେ ବିଏମ୍‌ସି । ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନରେ ଚଢ଼ାଉ କରି ୭ ଦିନ ପାଇଁ ସିଲ୍‌ କରିଛି ବିଏମ୍‌ସି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଜି ବିଏମସିର ଏକ ତଦନ୍ତକାରୀ ଟିମ୍‌ ମାଷ୍ଟର କ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଗ୍ରୀନ ଚିଲିରେ ଡଷ୍ଟବିନ ନଥିବାରୁ କାଗଜ ଓ […]