ଓଡିଶା ଯ଼ୋଗାଯ଼ୋଗ

ଛାତ୍ରଛାତ୍ରୀଙ୍କୁ ସଫଳ ଉଦ୍ୟୋଗୀ କରାଇବ IMI ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ବାଣିଜ୍ୟିକ ଶିକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଭୁବନେଶ୍ୱରସ୍ଥିତ IMI ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ବାଣିଜ୍ୟଭିତ୍ତିକ ଅନୁଭବ ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ IMI ପରିସରରେ ସେଣ୍ଟର ଅଫ୍ ଏକ୍ସିଲେନ୍ସିର ଶୁଭ ଉଦ୍ଘାଟନ ହୋଇଯାଇଛି । ଭାରତର ପ୍ରମୁଖ ସଂସ୍ଥା ଗ୍ରାଣ୍ଟ ଥ୍ରୋନଟନ ଭାରତ LLP ସହ ଅନୁବନ୍ଧିତ ହୋଇ IMI ତାର ଛାତ୍ରଛାତ୍ରୀଙ୍କୁ କୁଶଳୀ ତଥା ଉଦ୍ୟୋଗୀ ହେବା ଇଚ୍ଛାକୁ […]