ଓଡିଶା କଳା ସଂସ୍କୃତି

ଆମ ସଂସ୍କୃତିର ବାହକ ଗୋ-ସମ୍ପଦ। ଆଜି ସର୍ଵତ୍ର ପାଳିତ ହେଉଛି ଗୋପାଷ୍ଟମୀ ।

ଆଜି ଭାରତରେ ସର୍ବତ୍ର ପାଳିତ ହେଉଛି ପବିତ୍ର ଗୋପାଷ୍ଟମୀ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ଗୋ-ସମ୍ପଦ ସହ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ହୋଇଛି।ଏଣୁ ଗୋମାତାଙ୍କ ପୂଜା କରିବା ସହ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରି ପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା […]