ଓଡିଶା ଦେଶ ବିଦେଶ

ବଜେଟରେ ଓଡ଼ିଶାରେ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ…

ଚଳିତ ବଜେଟର ଓଡିଶାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା । ତେଣୁ ଓଡ଼ିଶାରେ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ ଦିଆଯିବ । ବିଶେଷ କରି ପ୍ରାକୃତିକ ଶୋଭାର ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହାକୁ ବିଶ୍ୱର ଏକ ମୁଖ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ […]

ଦେଶ ବିଦେଶ

ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ…

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ସପ୍ତମ ବଜେଟ ଉପସ୍ଥାପନ କରିଛନ୍ତି । ଆଗକୁ ବାହାଘର ସିଜିନ ଆସୁଥିବା ବେଳେ ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ । ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ । ପ୍ଲାଟିନମ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ସେହିପରି ମୋବାଇଲ ଫୋନ ଏବଂ ଚାର୍ଜର, ବ୍ୟାଟେରୀ ଶସ୍ତା କରିବାକୁ ଅର୍ଥମନ୍ତ୍ରୀ […]

ଓଡିଶା ଯ଼ୋଗାଯ଼ୋଗ

ତନିସ୍କ ପକ୍ଷରୁ ରଥଯାତ୍ରା ଅବସରରେ ସ୍ବତନ୍ତ୍ର ଅଳଙ୍କାର ସମ୍ଭାର “ଦିବ୍ୟାନି” ଆଗତ

ଭୁବନେଶ୍ବର : ତନିସ୍କ ପକ୍ଷରୁ ପବିତ୍ର ରଥଯାତ୍ରା ଅବସରରେ ସ୍ବତନ୍ତ୍ର ଅଳଙ୍କାର ସମ୍ଭାର “ଦିବ୍ୟାନି” ଉପସ୍ଥାପନ ହୋଇଛି । ତନିସ୍କର ରିଟେଲ୍ ମୁଖ୍ୟ ବିଜେଶ ରାଜନ, ଟାଇଟନ୍ କମ୍ପାନୀର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ-ପୂର୍ବ ସୋମପ୍ରଭ ସିଂହ ଓ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ-ପୂର୍ବ ଆଲୋକ ରଞ୍ଜନ ଏହି ସମ୍ଭାରକୁ ଉନ୍ମୋଚନ କରିଛନ୍ତି । ଏହାସହ ତନିସ୍କ ପକ୍ଷରୁ ପ୍ରତି କିଣାକିଣି ଉପରେ ମାଗଣା ସୁନା କଏନ୍ କିମ୍ବା ହୀରା ମୂଲ୍ୟ ଓ ସୁନା ଗହଣାର ଗଢାମୂଲ୍ୟ ଉପରେ […]