ଓଡିଶା କଳା ସଂସ୍କୃତି

ମନବାଞ୍ଛା ପୂରଣ କରନ୍ତି ଶୀତଳା ମାଁ

କୋଟପାଡ଼ (ସୁନୀଲ ଦାଶ): କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ରହିଛି ମାଁ ଶୀତଳା ଠାକୁରାଣୀଙ୍କ ପୀଠ । ଆସ୍ଥା ରହିଛି ଯେଉଁ ଭକ୍ତ ଏଠି ଆସି ମାଁଙ୍କ ଦର୍ଶନ କରି ନିଜର ମନସ୍କାମନା କହେ ମାଁ ତାର ସମସ୍ତ ଦୁଃଖ ହରଣ କରନ୍ତି । ସେଥିପାଇଁ ତ ବହୁ ସଂଖ୍ୟାରେ ଭକ୍ତ କାହିଁ କେଉଁ ଦୂରଦୂରାନ୍ତରରୁ ଧାଇଁ ଆସନ୍ତି ମାଁଙ୍କ ଦର୍ଶନ ପାଇଁ । ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରୁ ତଥା, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, […]