ଓଡିଶା

ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବ୍ରାହ୍ମଣ ସୀତାପୁରରେ ମହାଡ଼ମ୍ବରରେ ପାଳିତ ହେଉଛି ଠାକୁରାଣୀ ଯାତ୍ରା

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବ୍ରାହ୍ମଣ ସୀତାପୁରରେ ଠାକୁରାଣୀ ଯାତ୍ରା ମହାଡ଼ମ୍ବରରେ ପାଳିତ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଗାଁର ଗ୍ରାମଦେବୀ ମା ସୀତାପୁରୀଆଣି, ମା ଜଗନ୍ନାଥପୁରୀଆଣି ଓ ମା ଗୋପାଳପୁରୀଆଣିଙ୍କୁ ଭକ୍ତଗଣ ବାଣ, ବାଜା ଓ ପଟୁଆର ସହ ଆବାହନ କରି ଆଣିବା ପରେ ଗ୍ରାମ ମଧ୍ୟରେ ନିର୍ମିତ ଅସ୍ଥାୟୀ […]