ଓଡିଶା

ପ୍ରବଳ ଗ୍ରୀଷ୍ମ ତାପ, ସନ୍ଧ୍ୟାରେ ଚାଲିଛି ପ୍ରଚାର…

ବେଲସୁନ୍ଦରୀରେ ପ୍ରଚାର ମୈଦାନକୁ ଓଲ୍ଲାଇଲେ ଘସିପୁରା ବିଜେଡି ପ୍ରାର୍ôଥ ବଦ୍ରି ପାତ୍ରଘସିପୁରା, ୨୫/୦୪ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପ୍ରଚାରର ତରିକା ବଦଳିଛି । ସେହି କ୍ରମରେ ଘସିପୁରା ବିଜେଡି ବିଧାୟକ ପ୍ରାର୍ôଥ ବଦ୍ରି ନାରାୟଣ ପାତ୍ର ଗତ ବୁଧବାର ସନ୍ଧ୍ୟାରେ ବେଲସୁନ୍ଦରୀ ଗ୍ରାମରେ ପହଞ୍ଚି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଗାଁର ବୟଜ୍ୟେଷ୍ଠ ମୂରବୀ ଦିଗମ୍ବର ସାହୁଙ୍କ ସଭାପତିତ୍ୱରେ ଶତାଧିକ ଗ୍ରାମବାସୀ ହନୁମାନ ପଡିଆରେ ଏକତ୍ରିତ ହୋଇ ବିଧାୟକ ପ୍ରାର୍ôଥ […]

ଓଡିଶା

ମାଗଣା କିଡନୀ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ…

ଘସିପୁରା, ୫/୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା କିଡନୀ, ଡାଇବେଟିସ, ଉଚ୍ଚ ରକ୍ତଚାପ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାଇଁକୁଳ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜିବ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ନିରଂଜନ ବେହେରା, ଡାକ୍ତର ଡି.ଜଗନ୍ନାଥ, ଡାକ୍ତର ଆଶୁତୋଶ ପାଣି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିଥିଲେ । ଏଲଟି ପ୍ରଭୁକୃପା ନାୟକ, ମହିଳା ସ୍ୱାସ୍ଥ୍ୟକର୍ମୀ ସାରଥି […]