କାହିଁକି ବାରମ୍ବାର ଇସ୍ରାଇଲ ଉପରେ ଆକ୍ରମଣ କରୁଛି ହମାସ । ଏହା ପଛରେ ରହିଛି ଏକ ଶିଶୁର କରୁଣ କାହାଣୀ…
ହମାସର ଆତଙ୍କୀ ଆକ୍ରମଣର କଡା ଜବାବ ରଖୁଛି ଇସ୍ରାଇଲ । ଇସ୍ରାଇଲ ଆକ୍ରମଣର ଜବାବରେ ଗାଜା ପଟ୍ଟିର ଅନେକ ସହରକୁ ଧ୍ବସଂ କରିସାରିଲାଣି । ଯୁଦ୍ଧର ପ୍ରତିତ୍ତୋରରେ ଇସ୍ରାଇଲ ପକ୍ଷରୁ ଗାଜା ପଟ୍ଟି ଉପରେ ଘମୋଘୋଟ ରକେଟ ବର୍ଷଣ ଜାରି ରହିଛି । ଏଥିରେ ପ୍ରାୟ ଉଭୟ ପକ୍ଷରୁ 3000 ଲୋକଙ୍କ ପ୍ରାଣହାନି ହୋଇଥିବା କୁହାଯାଉଛି । ହମାସର ଆତଙ୍କୀ ଆକ୍ରମଣରେ ଇସ୍ରାଇଲର 1200 ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ହାନି ହୋଇଥିବାବେଳେ ହମାସର 1500ରୁ ଉର୍ଦ୍ଧ୍ବ […]