ଆଜି ଗର୍ଭଣା ସଂକ୍ରାନ୍ତି। ଆମ ଓଡିଶାର ଏକ କୃଷି ଭିତ୍ତିକ ପର୍ବ ।
ଆମ ରାଜ୍ୟ ଓଡ଼ିଶା ଏକ କୃଷି ଭିର୍ତିକ ପ୍ରଦେଶ। ଏଠାରେ ପର୍ବପର୍ବାଣି ଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ।କାର୍ତିକ (ତୁଳା) ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲଫସଲ […]