ଓଡିଶା

ମିଶନ ଶକ୍ତି କାଫେକୁ ଲୋକାର୍ପଣ କଲେ ବିଧାୟିକା…

ଗଞ୍ଜାମ , ୪/୧୨ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମିଶନ ଶକ୍ତି କାଫେକୁ ଲୋକାର୍ପଣ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ମହିଳା ସଶକ୍ତିକରଣ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏହି ଯୋଜନାରେ ଆଉ ପାଦେ ଆଗକୁ ଯାଇ ପ୍ରତି ବ୍ଲକରେ ମିଶନ ଶକ୍ତି କାଫେ କେନ୍ଦ୍ର ଖୋଲି ବ୍ଲକସ୍ତରୀୟ ସଂଘକୁ ଦାୟିତ୍ୱ ଦେଇଛନ୍ତି । ଯାହା ଫଳରେି ମହିଳା ମାନେ […]

ଓଡିଶା

ଚବିଶି ପ୍ରହର ନାମଯଜ୍ଞରେ ଯୋଗ ଦେଲେ ହର ଦମ୍ପତି

ଗଞ୍ଜାମ, ୨୬/୧୧ (ବାପୁନି କୁମାର ମାଲୁ) : ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ ବରିଡା ହାଇସ୍କୁଲ ସାହି ନିକଟରେ ଚାଲିଥିବା ଚବିଶି ପ୍ରହର ନାମଯଜ୍ଞରେ ଯୋଗ ଦେଲେ ହର ଦମ୍ପତି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା କୋଦଳା ଏନ୍ଏସିର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ, ତାଙ୍କର ପତ୍ନୀ ତଥା ପୂର୍ବତନ ନଗରପାଳିକା ସୁନିତା ପ୍ରଭା ସାହୁ, ଏବଂ କନ୍ୟା ତଥା ୟୁଥ ଫୋରମ ଅଧକ୍ଷା ରଂଜିତା ସାହୁ ଏହି ଅବସରରେ ଯୋଗ […]

ଓଡିଶା

ବିଜେପି ସରକାର ଗଢିଲେ ଲୋକଙ୍କ ଦୁଃଖ ବୁଝିବ; ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରତାପ ନାୟକ…

ଗଞ୍ଜାମ, ୨୬/୧୧ (ବାପୁନି କୁମାର ମାଲୁ) : ଦାଦନ ଶ୍ରମିକ ମୃତୁ୍ୟ ଘଟଣା ସାରା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ଥାଣୁତା ରାଜ୍ୟବାସୀଙ୍କୁ ଗଭୀର ଚିନ୍ତାରେ ପକାଇଛି । ରାଜ୍ୟରେ ଏକ ନମ୍ବର ସରକାର ବୋଲାଉଥିବା ବିଜେଡି ସରକାର ଦାଦନ ଶ୍ରମିକରେ କେଉଁଭଳି ଭାବେ ଏକ ନମ୍ବର ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ୨୩ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାରେ ଶାସନ କରୁଥିବା […]

ଓଡିଶା

୧୦୫୦ ଲିଟର ଚୋରା ମଦ ଜବତ କଲା ବେଗୁନିଆପଡା ପୋଲିସ…

ଗଞ୍ଜାମ, ୨୬/୧୧ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବଡ ଖଇରଖମା ପଂଚାୟତର ଶ୍ରଦ୍ଧାପୁର କେନାଲ ରାସ୍ତାରୁ ଚୋରା ମଦ ଜବତ । ଘଟଣାରେ ବେଗୁନିଆପଡା ପୋଲିସ ଗୋଟିଏ ଟାଟା ଏସିଇ ଗାଡି ନମ୍ବର ଓଡି ୧୩ ଏ ୨୧୨୩ କୁ ଜବତ କରିଛି । ସୂଚନା ଅନୁସାରେ, ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସ୍.ଆଇ ଜଗଦିଶ ପଣ୍ଡାଙ୍କ ନେତୃତ୍ୱରେ […]

ଓଡିଶା

ଦୁର୍ନୀତିକୁ ମୁଦ୍ଦା କରି ବେଗୁନିଆପଡା ବ୍ଲକ ଘେରାଉ କଲା ବିଜେପି

ବେଗୁନିଆପଡା, ୨୨/୧୧ (ବାପୁନି କୁମାର ମାଲୁ) : ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ରାଜ୍ୟର ସମସ୍ତ ବ୍ଲକରେ ବିଜେପି ପକ୍ଷରୁ ଘେରାଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମଧ୍ୟ ବିଜେପି ପକ୍ଷରୁ ଘେରାଉ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ପିସି କାରବାର, ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ […]

ଓଡିଶା

ମିଶନ୍ ଶକ୍ତି ସ୍କୁଟର ଯୋଜନାରେ ସ୍କୁଟି ମିଳିବା ପୂର୍ବରୁ କଟିଲାଣି କିସ୍ତି

ଗଞ୍ଜାମ, ୧୮/୧୧ (ବାପୁନି କୁମାର ମାଲୁ) : ସ୍କୁଟି ନ ମିଳୁଣୁ ବ୍ୟାଙ୍କରୁ କଟିଲାଣି ସ୍କୁଟି କିସ୍ତି ଟଙ୍କା । ଯାହାକୁ ନେଇ ମିଶନ ଶକ୍ତି କାର୍ଯ୍ୟାଳୟରେ ଅଭିଯୋଗ କଲେ ହିତାଧିକାରୀ । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯାଉଛି । ତେବେ ଏହି ଯୋଜନାରେ ଏବେ ଅବ୍ୟବସ୍ଥା ଦେଖିବାକୁ […]

ଓଡିଶା

ଜଲିଗଲା ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ସରକାରୀ ସହାୟତା ଲୋଡୁଛନ୍ତି ପରିବାର ଲୋକ…

ଖଲ୍ଲିକୋଟ, ୧୬ ନଭେମ୍ବର : ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ । ଜଳିଗଲା ୩ ବଖରା ଘର ସାଙ୍ଗକୁ ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ଖଲ୍ଲିକୋଟ ବ୍ଲକ କମଳାପଦର ଗାଁର ସ୍ବର୍ଗତ ଦେବ ପାହାନଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି l ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଝିଅ ବିବାହକୁ ଅଳ୍ପ କିଛି ଦିନ ବାକି ଥିବାବେଳେ କିପରି ଝିଅକୁ ଶାଶୁ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର […]

ଓଡିଶା

କବିସୂର୍ଯ୍ୟନଗର ବ୍ଲକ ଘେରିଲା ବିଜେପି…

ଗଞ୍ଜାମ, ୧୬ ନଭେମ୍ବର : ରାଜ୍ୟର ସମସ୍ତ ବ୍ଲକରେ ଆସନ୍ତା ଅଠର ତାରିଖ ପର୍ଯ୍ୟନ୍ତ ବିଜେପିର ଆନେ୍ଦାଳନ ଆରମ୍ଭ ହୋଇଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟନଗର ବ୍ଲକରେ ମଧ୍ୟ ବ୍ଲକ ଘେରାଉକୁ ଜୋରଦାର କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ କବିସୂର୍ଯ୍ୟନଗର ଧନେଇ ନଦୀଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ପରିସରରେ ପହଁଚି ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ରଣ […]

ଓଡିଶା

ବେଗୁନିଆପଡା ପଦଯାତ୍ରାରେ ସାମିଲ ହେଲେ ବିଧାୟିକା

ଗଞ୍ଜାମ, ୧୫ ନଭେମ୍ବର : ବେଗୁନିଆପଡା ବ୍ଲକ ବିଜେଡି ପଦଯାତ୍ରାରେ ସାମିଲ ହେଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବେଗୁନିଆପଡା ବ୍ଲକର ମର୍ଦକୋଟ, ବରିଡା, ଏସ୍. ଛଚିନା, ଚନ୍ଦନପୁର, ଘୋଡାପଡା, ମର୍ଦ୍ଧମେଖ ପଂଚାୟତରେ ବିଜେଡି ପଦଯାତ୍ରା କରିଥିବା ବେଳେ ବିଧାୟିକା ଲତିକା ପ୍ରଧାନ ଏଥିରେ ଯୋଗଦେଇ ବିଜେଡି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଦଳକୁ କିଭଳି ଆହୁରି ସୁଦୃଢ କରାଯାଇପାରିବ ସେ […]

ଓଡିଶା

ଲତିକା ପ୍ରଧାନଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ନିକଟତର ହେଉଛନ୍ତି ନେତା…

ବେଗୁନିଆପଡା : ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜଗତେଶ୍ୱର ମନ୍ଦିର ଉନ୍ନତିକରଣ, ଓଁ ଶାନ୍ତି ପ୍ରାଥନା ଗୃହ, କୁମୁଟି କୋଠଘର, ଗୁଣ୍ଡିଚା ମନ୍ଦିରର ପୁନଃରୁଦ୍ଧାର, ଚଣ୍ଡପଲି କଲ୍ୟାଣ ମଣ୍ଡପ କାର୍ଯ୍ୟର ଶିଳାନ୍ୟାସ ସହ ସାଙ୍କୁଡ଼ାରେ ବ୍ୟୟାମଶାଳାର ଶୁଭ ଉଦଘାଟନ କରିଥିଲେ ବିଧାୟିକା […]